Door43-Catalog_or_tn/LUK/03/10.md

822 B

ତାହାଙ୍କୁ ପଚାରି, କହୁଅଛନ୍ତି

“ତାହାଙ୍କୁ ପଚାରିଲେ ଓ କହିଲେ” କିମ୍ବା “ଯୋହନଙ୍କୁ ପଚାରିଲେ”

ଉତ୍ତର ଦେଲେ ଓ ସେମାନଙ୍କୁ କହିଲେ”

“ସେମାନଙ୍କୁ ଉତ୍ତର ଦେଇ, କହୁଅଛନ୍ତି” କିମ୍ବା “ସେମାନଙ୍କୁ ଉତ୍ତର ଦେଲେ” କିମ୍ବା “କହିଲେ”

ଏହିପରି କର

“ସେହି ସମାନ ବିଷୟ କର।” ଏହା ଏଠାରେ ଏହିପରି ଅନୁବାଦ କରାଯାଇପାରେ “ଯେଉଁମାନଙ୍କର କିଛି ନାହିଁ ଏପରି ଜଣକୁ ଖାଦ୍ୟ ଦିଅ।”