Door43-Catalog_or_tn/LUK/02/45.md

2.3 KiB

ଯେତେବେଳେ ସେମାନେ ତାହାଙ୍କୁ ପାଇଲେ ନାହିଁ

“ଯେତେବେଳେ ମରିୟମ ଓ ଯୋଷେଫ ଯୀଶୁଙ୍କୁ ପାଇଲେ ନାହିଁ”

ସେହି ବିଷୟରେ ଏହା ହେଲା ଯେ

ଏହି ବାକ୍ୟାଂଶ, କାହାଣୀରେ ଏକ ବିଶେଷ ଘଟଣାକୁ ଚିହ୍ନିତ କରିବା ନିମନ୍ତେ ଏଠାରେ ବ୍ୟବହାର କରାଯାଉଛି। ଯଦି ଆପଣଙ୍କ ଭାଷାରେ ଏହା କରିବାକୁ କୌଣସି ଶୈଳୀ ଅଛି, ଆପଣ ଏଠାରେ ତାହା ବ୍ୟବହାର କରିବା ନିମନ୍ତେ ଚିନ୍ତା କରି ପାରନ୍ତି।

ମନ୍ଦିର ଭୀତରେ

ଏହା ଏହିପରି ଅନୁବାଦ କରାଯାଇପାରେ “ମନ୍ଦିର ପ୍ରାଙ୍ଗଣରେ” କିମ୍ବା “ମନ୍ଦିରରେ।”

ମଧ୍ୟରେ

ଏହାର ଅର୍ଥ ଠିକ କେନ୍ଦ୍ରସ୍ଥଳ ନୁହେଁ। ବରଂ, ଏହାର ଅର୍ଥ ହେଲା “ଗହଣରେ” କିମ୍ବା “ଏକା ସଙ୍ଗରେ” କିମ୍ବା “ମଧ୍ୟ ସ୍ଥଳରେ” (ୟୁଡିବୀ)।

ପଣ୍ଡିତମାନେ

“ଧର୍ମଗୁରୁମାନେ” କିମ୍ବା “ଯେଉଁମାନେ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେଉଥିଲେ”

ତାହାଙ୍କ ବୁଦ୍ଧିରେ

ଏହା ଏହିପରି ଅନୁବାଦ କରାଯାଇପାରେ “କେତେ ମାତ୍ରାରେ ସେ ବୁଝୁଥିଲେ” କିମ୍ବା “ଯାହା ସେ ଈଶ୍ୱରଙ୍କ ବିଷୟରେ ବହୁ ମାତ୍ରରେ ବୁଝୁଥିଲେ।”

ତାହାଙ୍କ ଉତ୍ତରରେ

ଏହା ଏହିପରି ଅନୁବାଦ କରାଯାଇପାରେ “କିପରି ଭଲ ଭାବରେ ସେ ସେମାନଙ୍କୁ ଉତ୍ତର ଦେଲେ” କିମ୍ବା “ଯାହା ସେ ସେମାନଙ୍କ ପ୍ରଶ୍ନଗୁଡ଼ିକୁ ଭଲ ଭାବରେ ଉତ୍ତର ଦେଲେ।”