Door43-Catalog_or_tn/LUK/02/41.md

1.1 KiB

ତାହାଙ୍କ ପିତାମାତା

“ଯୀଶୁଙ୍କ ପିତାମାତା”

ସେମାନେ ଯାଉଥିଲେ

ଯିରୁଶାଲମ ପାହାଡ଼ ଉପରେ ଥିଲା, ତେଣୁ ଲୋକମାନଙ୍କୁ ଉପରକୁ ଯିବାକୁ ପଡୁଥିଲା।

ପର୍ବର ସମୟ ସମାପ୍ତ କରିବା ପରେ

“ଯେତେବେଳେ ନିସ୍ତାରପର୍ବ ଭୋଜ ଉତ୍ସବର ସମସ୍ତ ଦିନ ସମାପ୍ତ ହେଲା” କିମ୍ବା “ନିସ୍ତାରପର୍ବ ଭୋଜ ଉତ୍ସବର ଆବଶ୍ୟକୀୟ ଦିନ ସଂଖ୍ୟା ସମାପ୍ତ ହେଲା ପରେ”

ସେମାନେ ମନେ କଲେ

“ସେମାନେ ଚିନ୍ତା କଲେ”

ସେମାନେ ଦିନକର ବାଟ ଚାଲିଗଲେ

“ସେମାନେ ଗୋଟିଏ ଦିନ ଯାତ୍ରା କଲେ” କିମ୍ବା “ଯେତେଦୂର ଲୋକେ ଗୋଟିଏ ଦିନରେ ଚାଲନ୍ତି ସେତିକି ଦୂର ସେମାନେ ଚାଲିଗଲେ”