Door43-Catalog_or_tn/LUK/02/39.md

1.1 KiB
Raw Permalink Blame History

ସେମାନେ ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସମସ୍ତ କ୍ରିୟା ସମ୍ପନ୍ନ କରି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପ୍ରଭୁଙ୍କ ବ୍ୟବସ୍ଥାନୁଯାୟୀ ସେମାନେ କ୍ରିୟା କଲେ” କିମ୍ବା ) “ବ୍ୟବସ୍ଥା ର କ୍ରିୟା ଯାହା ପ୍ରଭୁଙ୍କ ଆଜ୍ଞାନୁଯାୟୀ ଅଟେ ସେହି କ୍ରିୟା ସେମାନେ କଲେ।”

ଜ୍ଞାନରେ ପୂର୍ଣ୍ଣ ହେଉ ହେଉ

“ଅଧିକ ଜ୍ଞାନୀ ହେଲେ” କିମ୍ବା “ଜ୍ଞାନ ବିଷୟ ଶିକ୍ଷା କଲେ”

ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କ ଉପରେ ଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର ତାହାଙ୍କୁ ଆଶୀର୍ବାଦ କଲେ” କିମ୍ବା “ବିଶେଷ ପ୍ରକାରେ ଈଶ୍ୱର ତାହାଙ୍କ ସହ ଥିଲେ।”