Door43-Catalog_or_tn/LUK/02/30.md

1.5 KiB

ତୁମ୍ଭର ପରିତ୍ରାଣ

ଏହା ଯୀଶୁଙ୍କୁ ଦର୍ଶାଏ, ଯାହାଙ୍କ ଦ୍ଵାରା ଈଶ୍ଵର ଲୋକମାନଙ୍କୁ ଉଦ୍ଧାର କରିବେ। (ଦେଖନ୍ତୁ:ଲାକ୍ଷଣିକ ଶବ୍ଦ)

ପ୍ରସ୍ତୁତ କରିଅଛ

“ଯୋଜନା କରିଅଛ” କିମ୍ବା “ଘଟିବାର କାରଣ”

ସମସ୍ତ ଲୋକଙ୍କ ସମ୍ମୁଖରେ

“ସମସ୍ତ ଗୋଷ୍ଠୀର ଲୋକ ଦେଖିବା ନିମନ୍ତେ”

ସେ ହେବେ

ଏହା ତାହାଙ୍କୁ ଦର୍ଶାଏ ଯିଏ ପରିତ୍ରାଣ ଦେବେ।

ସତ୍ୟ ପ୍ରକାଶକ ଜ୍ୟୋତିଃ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ଶିଶୁ ଈଶ୍ୱରଙ୍କ ସତ୍ୟକୁ ସଠିକ ଜାଣିବା ନିମନ୍ତେ ଲୋକମାନଙ୍କୁ ସକ୍ଷମ କରିବ, ଯେପରି ଆଲୋକ ଲୋକମାନଙ୍କୁ ସଠିକ ଦେଖିବା ନିମନ୍ତେ ସାହାଯ୍ୟ କରେ।” (ଦେଖନ୍ତୁ: ଉଦାହରଣ)

ତୁମ୍ଭ ଲୋକ ଇସ୍ରାଏଲର ଗୌରବସ୍ୱରୂପ କରିଅଛ

ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭ ଲୋକ ଇସ୍ରାଏଲରେ ଗୌରବ ଆସିବା ନିମନ୍ତେ ସେ କାରଣ ହେବେ।”