Door43-Catalog_or_tn/LUK/02/27.md

1.7 KiB

ଆସିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଗଲେ।”

ପବିତ୍ରଆତ୍ମାଙ୍କ ଦ୍ଵାରା ଚ଼ାଳିତ ହୋଇ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵରଙ୍କ ଦ୍ଵାରା ନିର୍ଦ୍ଦେଶ ପାଇ” କିମ୍ବା “ପବିତ୍ରଆତ୍ମାଙ୍କ ଦ୍ଵାରା ନିର୍ଦ୍ଦେଶ ପାଇ।”

ପିତାମାତା

“ଯୀଶୁଙ୍କ ପିତାମାତା”

ବ୍ୟବସ୍ଥାର ବିଧି ଅନୁଯାୟୀ

“ଈଶ୍ଵରଙ୍କ ବ୍ୟବସ୍ଥା ଅନୁଯାୟୀ”

ତାହାଙ୍କୁ କୋଳରେ ଘେନି

“ତାହାଙ୍କୁ ନେଇ”

ଏବେ ନିଜ ଦାସକୁ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ ତୁମ୍ଭର ଦାସ ଅଟେ। ମୋତେ ଶାନ୍ତିରେ ପ୍ରସ୍ଥାନ କରିବାକୁ ଦେଉଅଛ।” ଶିମିୟୋନ ଆପଣାକୁ ଦର୍ଶାଉଥିଲେ।

ପ୍ରସ୍ଥାନ କରିବା

ଏହା “ମୃତ୍ୟୁ” ନିମନ୍ତେ ଏକ ଶିଷ୍ଟୋକ୍ତି ଅଟେ। (ଦେଖନ୍ତୁ: ଶିଷ୍ଟୋକ୍ତି)

ଆପଣା ବାକ୍ୟ ଅନୁସାରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେପରି ଆପଣ କହିଥିଲେ” କିମ୍ବା “କାରଣ ଆପଣ କହିଲେ ତୁମ୍ଭେ”