Door43-Catalog_or_tn/LUK/02/21.md

731 B

ତାହାଙ୍କର ନାମ ଯୀଶୁ ଦିଆଗଲା

“ସେମାନେ ତାହାଙ୍କ ନାମ ଯୀଶୁ ଦେଲେ” କିମ୍ବା “ସେମାନେ ତାହାଙ୍କୁ ଯୀଶୁ ନାମ ଦେଲେ”

ଏହି ନାମରେ ସେ ଦୂତଙ୍କ ଦ୍ଵାରା ନାମିତ ହୋଇଥିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଏହି ନାମରେ ଦୂତ ତାହାଙ୍କୁ ନାମିତ କରିଥିଲେ” କିମ୍ବା “ତାହା ସେହି ନାମ ଥିଲା ଯାହା ସେ ଦୂତଙ୍କ ଦ୍ଵାରା ନାମିତ ହୋଇଥିଲେ।”