Door43-Catalog_or_tn/LUK/02/17.md

2.0 KiB

ସେମାନେ ଲୋକମାନଙ୍କ ନିକଟରେ ତାହା ପ୍ରକାଶ କଲେ

“ମେଷପାଳକମାନେ ଲୋକମାନଙ୍କୁ କହିଲେ”

ଯାହା ସେମାନଙ୍କୁ କୁହାଯାଇଥିଲା

ଏହା ଏହିପରି ଅନୁବାଦ କରାଯାଇପାରେ “ଦୂତମାନେ ଯାହା ମେଷପାଳକମାନଙ୍କୁ କହିଲେ।”

ସେହି ଶିଶୁ

“ଶିଶୁ”

ମେଷପାଳକମାନଙ୍କ ଦ୍ଵାରା ଯାହା ସେମାନଙ୍କୁ କୁହାଯାଇଥିଲା

“ମେଷପାଳକମାନେ ଯାହା ସେମାନଙ୍କୁ କହିଲେ”

ଏହିସବୁ କଥା ତାହାଙ୍କ ହୃଦୟରେ ରଖିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯତ୍ନପୂର୍ବକ ସେହିସବୁ ସ୍ମରଣରେ ରଖିଲେ” କିମ୍ବା “ଉଲ୍ଲାସପୂର୍ବକ ସେହିସବୁ ସ୍ମରଣରେ ରଖିଲେ।” ଏହି ସଞ୍ଚିତ ବିଷୟ ଯାହା ଅତି ମୂଲ୍ୟବାନ କିମ୍ବା ବହୁମୂଲ୍ୟ ଅଟେ। ମରିୟମ ଆପଣା ପୁତ୍ର ବିଷୟରେ ତାହାଙ୍କୁ କୁହାଯାଇଥିବା ବିଷୟକୁ ଅତି ବହୁମୂଲ୍ୟ ବୋଲି ବିବେଚନା କଲେ। (ଦେଖନ୍ତୁ: ଉଦାହରଣ)

ବାହୁଡ଼ିଗଲେ

ଏହା ଏହିପରି ଅନୁବାଦ କରାଯାଇପାରେ ଗୁଣଗାନ....... ଈଶ୍ଵର “ମେଷମାନଙ୍କ ପ୍ରାନ୍ତରକୁ ଫେରିଗଲେ।” ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ଵରଙ୍କ ମହାନତା ବିଷୟରେ କଥାବାର୍ତ୍ତା ହେଲେ।”