Door43-Catalog_or_tn/LUK/02/15.md

758 B

ସେମାନଙ୍କ ଠାରୁ

“ମେଷପାଳକମାନଙ୍କ ଠାରୁ”

ପରସ୍ପରକୁ

“ଜଣେ ଅନ୍ୟଜଣକୁ”

ଆସ…ଆମ୍ଭମାନଙ୍କୁ

ଯେହେତୁ ମେଷପାଳକମାନେ ପରସ୍ପର କଥାବାର୍ତ୍ତା ହେଉଥିଲେ, ଭାଷାଗୁଡ଼ିକରେ ଅନ୍ତର୍ଭୁକ୍ତର ପ୍ରକାର ଅଛି “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ନିମନ୍ତେ, ଏଠାରେ ଅନ୍ତର୍ଭୁକ୍ତର ପ୍ରକାର ବ୍ୟବହାର ହେବା ଉଚିତ୍।(ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)