Door43-Catalog_or_tn/LUK/02/13.md

1.7 KiB

ସ୍ଵର୍ଗୀୟ ବାହିନୀର ଗୋଟିଏ ବୃହତ୍ ଦଳ

ଏହି ଶବ୍ଦ “ବାହିନୀ” ଏଠାରେ ହୋଇପାରେ ବାସ୍ତବ ସୈନ୍ୟ ବାହିନୀକୁ ଦର୍ଶାଏ, କିମ୍ବା ହୋଇପାରେ ଏକ ସଂଗଠିତ ଦଳର ଉପମାକୁ ଦର୍ଶାଏ। (ଦେଖନ୍ତୁ: ଉଦାହରଣ)

ଈଶ୍ଵରଙ୍କ ସ୍ତବଗାନ କରୁ କରୁ

ଏହା ଏହିପରି ଅନୁବାଦ କରାଯାଇପାରେ “ସେମାନେ ଈଶ୍ଵରଙ୍କ ସ୍ତବଗାନ କଲେ।”

ଉର୍ଦ୍ଧ୍ଵଲୋକରେ ଈଶ୍ଵରଙ୍କ ମହିମା

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଉର୍ଦ୍ଧ୍ଵ ସ୍ଥାନରେ ଈଶ୍ଵରଙ୍କୁ ମହିମା ଦେଲେ” କିମ୍ବା 2) “ଈଶ୍ଵରଙ୍କୁ ଉଚ୍ଚତମ ମହିମା ଦେଲେ।” ଏହା ଏହିପରି ଅନୁବାଦ କରାଯାଇପାରେ “ଉର୍ଦ୍ଧ୍ଵ ସ୍ଥାନରେ ଈଶ୍ଵରଙ୍କ ମହିମା ଜଣାଇଲେ” କିମ୍ବା “ଈଶ୍ଵରଙ୍କର ଉଚ୍ଚତମ ପ୍ରଶଂସା କଲେ।”

ପୁଣି ପୃଥିବୀରେ ତାହାଙ୍କ ସନ୍ତୋଷପାତ୍ର ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ହେଉ

“ପୃଥିବୀରେ ଯେଉଁ ମନୁଷ୍ୟମାନଙ୍କୁ ଈଶ୍ଵର ସନ୍ତୁଷ୍ଟ ହୁଅନ୍ତି ସେମାନଙ୍କ ଠାରେ ଶାନ୍ତି ହେଉ”