Door43-Catalog_or_tn/LUK/02/08.md

1.2 KiB

ସେହି ଅଞ୍ଚଳର

“ସେହି ଅଞ୍ଚଳରେ” କିମ୍ବା “ବେଥ୍‌ଲେହିମ୍ ନିକଟରେ”

ଜଗୁଥିଲେ

“ଯତ୍ନ ନେଉଥିଲେ” କିମ୍ବା “ସେମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ପ୍ରହରୀ କାର୍ଯ୍ୟ କରୁଥିଲେ”

ମେଷପଲ

“ମେଷଦଳ।”

ରାତ୍ରିରେ

ଏହା ଏହିପରି ଅନୁବାଦ କରାଯାଇପାରେ “ସୂର୍ଯ୍ୟ ଅସ୍ତ ହେଲା ପରେ ଓ ଏହା ଅନ୍ଧକାର ଥିଲା।”

ପ୍ରଭୁଙ୍କର ଜଣେ ଦୂତ

ଏହା ଏହିପରି ଅନୁବାଦ କରାଯାଇପାରେ “ପ୍ରଭୁଙ୍କ ଠାରୁ ଜଣେ ଦୂତ” କିମ୍ବା “ପ୍ରଭୁଙ୍କର ସେବା କରବା ଜଣେ ଦୂତ” କିମ୍ବା “ପ୍ରଭୁଙ୍କ ଦ୍ଵାରା ପ୍ରେରିତ ହୋଇଥିବା ଜଣେ ଦୂତ।”

ସେମାନଙ୍କ ନିକଟରେ ଉପସ୍ଥିତ ହେଲେ

“ସେମାନଙ୍କ ନିକଟକୁ ଆସିଲେ।”