Door43-Catalog_or_tn/LUK/01/80.md

1.6 KiB

ବୃଦ୍ଧି ପାଇ

“ବୃଦ୍ଧି ପାଇଲେ (ଆଉ ଏକ ପୁରୁଷ ହେଲେ)।” ଏହି ଅନୁବାଦରେ ଏହା ସ୍ପଷ୍ଟ କରିବା ଉଚିତ୍ ଯେ ସେ ଆଉ ଶିଶୁ ରହିଲେ ନାହିଁ ଯେତେବେଳେ ସେ ପ୍ରାନ୍ତରରେ ଥିଲେ।

ଆତ୍ମାରେ ଶକ୍ତିମାନ ହେଲେ

“ଆତ୍ମିକ ପରିପକ୍ଵ ହେଲେ” କିମ୍ବା “ଦୃଢ଼ ମାନସିକ ଚରିତ୍ରରେ ବୃଦ୍ଧି ପାଇଲେ” କିମ୍ବା “ଈଶ୍ଵରଙ୍କ ସହିତ ତାହାଙ୍କ ସମ୍ପର୍କ ଦୃଢ଼ ହେବାକୁ ଲାଗିଲା”

ପର୍ଯ୍ୟନ୍ତ

ଏହା ସମାପ୍ତ ବିନ୍ଦୁର ଆବଶ୍ୟକୀୟ ଚିହ୍ନ ନୁହେଁ। ଯୋହନ ଲୋକସମୂହକୁ ପ୍ରଚାର କରିବାକୁ ଆରମ୍ଭ କରିବା ପରେ ମଧ୍ୟ ସେ ପ୍ରାନ୍ତରରେ ବାସ କରୁଥିଲେ। ତେଣୁ ଏହା କହିବା ନିମନ୍ତେ ଅଧିକ ସ୍ପଷ୍ଟ ହୋଇପାରେ “ସେହି ସମାନ ସମୟରେ ଯେତେବେଳେ।”

ଜନସାଧାରଣରେ ପ୍ରକାଶିତ

ଏହା ଏହିପରି ଅନୁବାଦ କରାଯାଇପାରେ “ସମ୍ମୁଖରେ ଯିବା” କିମ୍ବା “ଜନସାଧାରଣରେ ପ୍ରଚାର କରିବା।”