Door43-Catalog_or_tn/LUK/01/78.md

3.6 KiB

(ଜିଖରିୟ ଆପଣା ନୂତନରେ ଜନ୍ମ ପତ୍ରଙ୍କ ବିଷୟରେ ଭାବବାଣୀ କରି ଆସୁଅଛନ୍ତି।)

ତାହାଙ୍କ ସ୍ନେହପୂର୍ଣ୍ଣ କରୁଣା ହେତୁ

ଏହା ଏହିପରି ଅନୁବାଦ କରାଯାଇପାରେ “କାରଣ ସେ ଆମ୍ଭମାନଙ୍କ ପ୍ରତି ସହାନୁଭୂତିଶୀଳ ଓ ଦୟାଶୀଳ ଅଟନ୍ତି।”

ଆମ୍ଭମାନଙ୍କ ଈଶ୍ଵରଙ୍କ

ଏହି ସମସ୍ତ ପଦ ଗୁଡ଼ିକରେ ସଂକ୍ଷିପ୍ତ ସୂଚ଼ନା ଦିଅନ୍ତୁ “ଆମ୍ଭମାନଙ୍କର” ଏବଂ “ଆମ୍ଭମାନଙ୍କୁ” ଅନ୍ତର୍ଭୁକ୍ତ ଅଟେ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ଉଦୟ ହେଉଥିବା ସୂର୍ଯ୍ୟ ସଦୃଶ୍ୟ

“ସୁର୍ଯ୍ୟଦୟ ସଦୃଶ୍ୟ” କିମ୍ବା “ପ୍ରତ୍ୟୁଷ ସଦୃଶ୍ୟ।” (ଦେଖନ୍ତୁ: ଉପମା)

ସେ ଦୀପ୍ତିମାନ ହେବେ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ସେ ଜ୍ଞାନ ଦେବାକୁ।” ଏହା ଏହିପରି ଅନୁବାଦ କରାଯାଇପାରେ “ସେ ଆତ୍ମିକ ଜ୍ୟୋତିଃ ଦେବାକୁ।” (ଦେଖନ୍ତୁ: ଉଦାହରଣ)

ଅନ୍ଧକାରରେ ବସିଥିବା ଲୋକମାନଙ୍କୁ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ସତ୍ୟ ଜାଣି ନ ଥିବା ଲୋକମାନଙ୍କୁ”।

ଓ (ଯେଉଁମାନେ ବସିଛନ୍ତି) ମୃତ୍ୟୁଛାୟାରେ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ଯେଉଁମାନେ ମୃତ୍ୟୁମୁଖରେ ଅଛନ୍ତି” କିମ୍ବା “ଆଉ ଯେଉଁମାନେ ଭୟ କରୁଛନ୍ତି ଯେ ସେମାନେ ଅତି ଶୀଘ୍ର ମୃତ୍ୟୁବରଣ କରିବେ ବୋଲି।”

ଆଣିବା ନିମନ୍ତେ

ଏହା ଏକ ଉଦାହରଣ ଅଟେ “ଶିକ୍ଷା” ନିମନ୍ତେ।

ଆମ୍ଭମାନଙ୍କ ପଦ

ଏହା ଏକ ଉପଲକ୍ଷ ଅଳଙ୍କାର ଅଟେ ଓ ସମ୍ପୂର୍ଣ୍ଣ ବ୍ୟକ୍ତିକୁ ଦର୍ଶାଏ, କେବଳ ପାଦ ନୁହେଁ। ଏହା ଏହିପରି ଅନୁବାଦ କରାଯାଇପାରେ “ଆମ୍ଭମାନଙ୍କୁ।” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ଶାନ୍ତି ପଥକୁ

ଏହା ଏକ ଉଦାହରଣ ଅଟେ ଯାହାର ଅର୍ଥ “ଏକ ଶାନ୍ତିପୂର୍ଣ୍ଣ ଜୀବନକୁ” କିମ୍ବା “ଈଶ୍ଵରଙ୍କ ସହିତ ଏକ ଶାନ୍ତିର ଜୀବନକୁ।” ଏହା ଏହିପରି ଅନୁବାଦ କରାଯାଇପାରେ “ସେହି ପଥରେ ଚାଲିବାକୁ ଯାହା ଶାନ୍ତି ଆଡ଼କୁ କଢ଼ାଇ ନିଏ” କିମ୍ବା “ଏହି ପ୍ରକାର ଜୀବନ ଯେଉଁଠାରେ ଈଶ୍ଵରଙ୍କ ସହିତ ଶାନ୍ତି ଆଣେ।” ନିଶ୍ଚିତ କରନ୍ତୁ ଯେ ଆପଣମାନଙ୍କ ଠିକ ହେବା ପରି ଅନୁବାଦ କିପରି ଆପଣମାନେ ଅନୁବାଦ କରନ୍ତି “ଆମ୍ଭମାନଙ୍କ ପାଦ।”