Door43-Catalog_or_tn/LUK/01/76.md

1.4 KiB

(ଜିଖରିୟ ଭାବବାଣୀ କରି ଆସୁଅଛନ୍ତି, କିନ୍ତୁ ବର୍ତ୍ତମାନ ସେ ସିଧାସଳଖ ଆପଣା ନୂତନରେ ଜନ୍ମ ହୋଇଥିବା ପୁତ୍ରକୁ କହନ୍ତି:)

ଭାବବାଦୀ ବୋଲି ଖ୍ୟାତ ହେବୁ

ଏହାର ଅର୍ଥ ସେ ପ୍ରକୃତରେ ଭାବବାଦୀ ହେବେ ଓ ଲୋକେ ତାହାଙ୍କୁ ଏହିପରି ଜାଣିବେ। ତାହା ସ୍ପଷ୍ଟ କରିବା ନିମନ୍ତେ, ଏହା ଏହିପରି ଅନୁବାଦ କରାଯାଇପାରେ “ଭାବବାଦୀ ହେବେ।”

ପରାତ୍ପରଙ୍କ

ଏହା ଏହିପରି ଅନୁବାଦ କରାଯାଇପାରେ “ଯିଏ ସର୍ବୋପରିସ୍ଥଙ୍କ ସେବା କରେ” କିମ୍ବା “ଯିଏ ସର୍ବୋପରିସ୍ଥଙ୍କ ନିମନ୍ତେ କଥା କହେ। ”

କିପରି ସେମାନଙ୍କ ପାପମୋଚନ ଦ୍ୱାରା ସେମାନଙ୍କୁ ପରିତ୍ରାଣ ଦେବେ

ଏହା ଏହିପରି ଅନୁବାଦ କରାଯାଇପାରେ “କିପରି ଈଶ୍ଵର ସେମାନଙ୍କ ପାପମୋଚନ ଦ୍ୱାରା ସେମାନଙ୍କୁ ପରିତ୍ରାଣ ଦେବେ।”