Door43-Catalog_or_tn/LUK/01/62.md

1.6 KiB

ସେମାନେ ସଙ୍କେତ କରି

“ସେମାନେ” ଯେଉଁ ଲୋକମାନେ ସୁନ୍ନତ ବିଧି ଉତ୍ସବରେ ଥିଲେ ସେମାନଙ୍କୁ ଦର୍ଶାଏ।

ତାହାର ପିତାକୁ

“ଶିଶୁର ପିତାକୁ”

ତାହାକୁ କେଉଁ ନାମ ଦିଆଯିବ ବୋଲି ସେ ଇଚ୍ଛା କରୁଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ଶିଶୁର କେଉଁ ନାମ ହେବ ବୋଲି ଜିଖରିୟ ଇଚ୍ଛା କରୁଅଛନ୍ତି” କିମ୍ବା “ତାହାଙ୍କ ପୁତ୍ରର କେଉଁ ନାମ ହେବ ବୋଲି ସେ ଇଚ୍ଛା କରୁଅଛନ୍ତି।”

ସେ ମାଗିଲେ

“ଜିଖରିୟ ମାଗିଲେ” ନିଶ୍ଚୟ ସେ ଲିପିଫଳକ ମାଗିବା ନିମନ୍ତେ ଇଙ୍ଗିତ ବ୍ୟବହାର କରୁଥିଲେ।

ଲିପିଫଳକ

ଏହା ଏହିପରି ଅନୁବାଦ କରାଯାଇପାରେ “କୌଣସି ଜିନିଷ ଯାହା ଉପରେ ଲେଖାଯାଏ।” କେତେକ ଅନୁବାଦକ ଏହା ସଂଯୋଗ କରିବାକୁ ଇଚ୍ଛା କରିପାରନ୍ତି “ଆଉ ଯେତେବେଳେ ସେମାନେ ତାହାଙ୍କୁ ଗୋଟିଏ ଲିପିଫଳକ ଦେଲେ।”

ଅତି ଚମତ୍କୃତ ହେଲେ

“ଆଶ୍ଚର୍ଯ୍ୟାନ୍ଵିତ ହେଲେ”