Door43-Catalog_or_tn/LUK/01/54.md

1.2 KiB

(ମରିୟମ ଈଶ୍ୱରଙ୍କ ପ୍ରଶଂସା କରି ଆସୁଅଛନ୍ତି:)

ସେ ଉପକାର କରିଅଛନ୍ତି

“ପ୍ରଭୁ ଉପକାର କରିଅଛନ୍ତି”

ଆପଣା ଦାସ ଇସ୍ରାଏଲ

“ଇସ୍ରାଏଲ” ଏଠାରେ ରାଷ୍ଟ୍ରକୁ କିମ୍ବା ଇସ୍ରାଏଲର ଲୋକମାନଙ୍କୁ ଦର୍ଶାଏ। ଯଦି ପାଠକ ଇସ୍ରାଏଲ ନାମକ ଏକ ଲୋକ ସହିତ ଅସ୍ପଷ୍ଟ ହୁଅନ୍ତି, ଏହା ଏହିପରି ଅନୁବାଦ କରାଯାଇପାରେ “ତାହାଙ୍କ ଦାସ, ଇସ୍ରାଏଲ ରାଷ୍ଟ୍ର” କିମ୍ବା “ଇସ୍ରାଏଲ, ତାହାଙ୍କ ଦାସମାନେ।”

ତାହାଙ୍କର ବାକ୍ୟାନୁସାରେ

“କାରଣ ସେ ପ୍ରତିଜ୍ଞା କଲେ”

ତାହାଙ୍କ ସନ୍ତାନମାନେ

“ଅବ୍ରାହାମଙ୍କ ବଂଶଜମାନେ”

(ଏହା ମରିୟମଙ୍କ ବକ୍ତବ୍ୟର ସମାପ୍ତ ଅଟେ।)