Door43-Catalog_or_tn/LUK/01/52.md

2.2 KiB

(ମରିୟମ ଈଶ୍ୱରଙ୍କ ପ୍ରଶଂସା କରି ଆସୁଅଛନ୍ତି :)

ସେ ବିକ୍ରମୀମାନଙ୍କୁ ସିଂହାସନ ଚ୍ୟୁତ କରିଅଛନ୍ତି

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ରାଜାମାନଙ୍କୁ ଅଧିକାରଚ୍ୟୁତ କରିଅଛନ୍ତି” କିମ୍ବା “ସେ ଶାସନକର୍ତ୍ତାମାନଙ୍କ ଶାସନକୁ ବନ୍ଦ କରିଅଛନ୍ତି”। ସିଂହାସନ ଏକ ଚୌକି ଅଟେ ଯେଉଁଥିରେ ରାଜା ବସନ୍ତି, ଏବଂ ଏହା ତାହାଙ୍କ କ୍ଷମତାର ପ୍ରତୀକ ଅଟେ। ଯଦି ଏକ ରାଜା ସିଂହାସନ ଠାରୁ ତଳକୁ ଅଣାଯାଏ, ଏହାର ଅର୍ଥ ସେ ଏକ ରାଜା ରୂପରେ ଆଉ ଅଧିକ ସମୟ ରାଜତ୍ୱ କରିବାର ଅଧିକାର ରହିବ ନାହିଁ

ଦୀନହୀନମାନଙ୍କୁ ଉନ୍ନତ କରିଅଛନ୍ତି

ଏହି ଉଦାହରଣରେ, ଯେଉଁମାନେ ବିଶେଷ ଅଟନ୍ତି ସେମାନଙ୍କ ଅପେକ୍ଷା ଅଧିକ ବଡ଼ ଯେଉଁମାନେ ବିଶେଷହୀନ ଅଟନ୍ତି। ଯଦି ଆପଣମାନଙ୍କ ଭାଷାରେ ଏହି ପ୍ରକାର ଉଦାହରଣ ନାହିଁ, ଆପଣମାନେ ଏହାକୁ ଏହିପରି ଅନୁବାଦ କରିପାର “ନମ୍ର ଲୋକମାନଙ୍କୁ ବିଶେଷ ଲୋକ କରିଅଛନ୍ତି” କିମ୍ବା “ଯେଉଁମାନେ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଆନ୍ତି ନାହିଁ ସେହି ଲୋକମାନଙ୍କୁ ସମ୍ମାନ ଦେଇଅଛନ୍ତି।” (ଦେଖନ୍ତୁ: ଉଦାହରଣ)

ଉତ୍ତମ ଉତ୍ତମ ଦ୍ରବ୍ୟରେ

ଏହା ଏହିପରି ଏଠାରେ ଅନୁବାଦ କରାଯାଇପାରେ “ଅଧିକ ପରିମାଣର ଉତ୍ତମ ଖାଦ୍ୟ କାହିଁକି ?।”