Door43-Catalog_or_tn/LUK/01/50.md

2.0 KiB

(ମରିୟମ ଈଶ୍ୱରଙ୍କ ପ୍ରଶଂସା କରି ଆସୁଅଛନ୍ତି:)

ଆଉ

କେତେକ ଭାଷାରେ ଏହି ସଂଯୋଗ ଶବ୍ଦ ହୋଇପାରେ ବ୍ୟବହାର କରାଯାଇ ନ ପାରେ, ପୂର୍ବବର୍ତ୍ତୀ ପଦରେ କିପରି ଅନୁବାଦ ହୋଇଛି ତାହା ଉପରେ ନିର୍ଭର କରେ।

ତାହାଙ୍କ ଦୟା ଥାଏ

ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱରଙ୍କ ଦୟା ଥାଏ” କିମ୍ବା “ସେ ଦୟା ଦେଖାନ୍ତି” କିମ୍ବା “ସେ ଦୟାବନ୍ତ ଅଟନ୍ତି।”

ପୁରୁଷାନୁକ୍ରମେ

ଏହା ଏହିପରି ଅନୁବାଦ କରାଯାଇପାରେ “ଲୋକମାନଙ୍କ ପ୍ରତ୍ୟେକ ପିଢ଼ି” କିମ୍ବା “ସମସ୍ତ ପିଢ଼ିର ଲୋକମାନେ” କିମ୍ବା “ପ୍ରତ୍ୟେକ ସମୟ କାଳର ଲୋକମାନେ।”

ତାହାଙ୍କ ଭୟକାରୀ

କେବଳ ଭୟ ହେବା, ତାହା ଅପେକ୍ଷା ଏହାର ଏକ ବିସ୍ତୃତ ଅର୍ଥ ଅଛି। ମଧ୍ୟ ଏହାର ଅର୍ଥ ଆଦର, ସମ୍ମାନ, ଓ ଈଶ୍ୱରଙ୍କ ଆଜ୍ଞାକାରୀ ହେବା।

ଆପଣା ବାହୁରେ

“ଆପଣା ବାହୁ ଦ୍ୱାରା।” ଏହା ଏକ ବାକ୍ୟର ଅଳଙ୍କାର ଅଟେ ଯାହା ଈଶ୍ୱରଙ୍କ ବଳକୁ ଦର୍ଶାଏ। (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ଛିନ୍ନଭିନ୍ନ

ଏହା ଏହିପରି ଅନୁବାଦ କରାଯାଇପାରେ “ବିଭିନ୍ନ ଦିଗରେ [ସେମାନଙ୍କୁ] ପଳାୟନ କରିବାର କାରଣ” କିମ୍ବା “ଘଉଡ଼ାଇ ଦେବା।”