Door43-Catalog_or_tn/LUK/01/48.md

1.3 KiB

(ମରିୟମ ଈଶ୍ୱରଙ୍କ ପ୍ରଶଂସା କରି ଆସୁଅଛନ୍ତି:)

ଦିନାବସ୍ଥା

“ମହତ୍ୱହୀନ” କିମ୍ବା “ସାଧାରଣ” କିମ୍ବା “ସରଳ” କିମ୍ବା “ଦରିଦ୍ର।” ମରିୟମଙ୍କର ଉଚ୍ଚ ସମାଜିକ ପ୍ରତିଷ୍ଠା ନ ଥିଲା।

ଦୃଷ୍ଟିପାତ କରିଅଛନ୍ତି

“ବିଷୟରେ ବିବେଚନା କରି” କିମ୍ବା “ସ୍ମରଣ କରି।” ଏହା ଏହିପରି ଅନୁବାଦ କରାଯାଇପାରେ “ଭୁଲିଲେ ନାହିଁ।” ଏହା ସ୍ମରଣ କରିବାର ଈଶ୍ୱରଙ୍କ ଦକ୍ଷତା ବିଷୟ ନୁହେଁ, କିନ୍ତୁ ସ୍ମରଣ କରିବାକୁ ତାହାଙ୍କ ମନୋନୟନ ଅଟେ।

ଅଦ୍ୟାବଧି ପୁରୁଷାନୁକ୍ରମେ

“ବର୍ତ୍ତମାନ ଓ ଭବିଷ୍ୟତରେ”

ଯେ ଶକ୍ତିମାନ

ଏହା ଈଶ୍ୱରଙ୍କୁ ଦର୍ଶାଏ। ଏହା ଏହିପରି ଅନୁବାଦ କରାଯାଇପାରେ “ଈଶ୍ୱର, ଯିଏ ଶକ୍ତିଶାଳୀ ଅଟନ୍ତି.”

ତାହାଙ୍କ ନାମ

“ସେ”