Door43-Catalog_or_tn/LUK/01/46.md

1.8 KiB

ମୋହର ପ୍ରାଣ…ମୋହର ଆତ୍ମା

ଏହା ଏହିପରି ଅନୁବାଦ କରାଯାଇପାରେ “ଆହା ମୁଁ କିପରି” କିମ୍ବା “ମୁଁ କିପରି” ଯାହା ଗଭୀର ମନୋଭାବକୁ ବ୍ୟକ୍ତ କରେ। (ଦେଖନ୍ତୁ: ଉପଲକ୍ଷ୍ୟ ଅଳଙ୍କାର) ମରିୟମ ଏକ ପଦ୍ୟ ଆକାରରେ ବ୍ୟବହାର କରୁଛନ୍ତି ଯେଉଁଠାରେ ସେ ସମାନ ବିଷୟକୁ ଅଳ୍ପ ଦୁଇ ଭିନ୍ନ ପ୍ରକାରେ ବ୍ୟକ୍ତ କରନ୍ତି। ଉଭୟ “ପ୍ରାଣ” ଏବଂ “ଆତ୍ମା” ଏକ ବ୍ୟକ୍ତିର ଆତ୍ମିକ ଅଂଶକୁ ଦର୍ଶାଏ। ସେ କହୁଛନ୍ତି ଯେ ତାହାଙ୍କ ଉପାସନା ତାଙ୍କର ଗଭୀର ଅନ୍ତରରୁ ଆସେ। ଯଦି ସମ୍ଭବ, ଏହାକୁ ଅଳ୍ପ ଦୁଇ ଭିନ୍ନ ଶବ୍ଦ କିମ୍ବା ବକ୍ତବ୍ୟରେ ଯାହା ସମାନ ଅର୍ଥ ଅଟେ ସେହି ପ୍ରକାରେ ଅନୁବାଦ କରନ୍ତୁ। (ଦେଖନ୍ତୁ: ଯୁଗ୍ମ)

ଧନ୍ୟ

“ଉଚ୍ଚ ସମ୍ମାନୀୟ” କିମ୍ବା “ବଡ଼ ପ୍ରଶଂସନୀୟ”

ଉଲ୍ଲସିତ

“ଅତ୍ୟଧିକ ଆନନ୍ଦ ଅନୁଭବ କରିବା” କିମ୍ବା “ଅତ୍ୟଧିକ ଆନନ୍ଦ ଅଟେ”

ମୋହର ତ୍ରାଣକର୍ତ୍ତା ଈଶ୍ୱର

“ଈଶ୍ୱର, ଜଣେ ଯିଏ ମୋତେ ରକ୍ଷା କରନ୍ତି” କିମ୍ବା ଈଶ୍ୱର, ଯିଏ ମୋତେ ରକ୍ଷା କରନ୍ତି”