Door43-Catalog_or_tn/LUK/01/39.md

1.2 KiB

ଏହି ସମୟରେ

ଏହି ଶବ୍ଦ କାହାଣୀର ଏକ ନୂତନ ଅଂଶର ପରିଚୟ କରାଏ। ଆପଣଙ୍କ ଭାଷାରେ ଏହା କିପରି ବିବେଚନା କରନ୍ତି। କେତେକ ଅନୁବାଦରେ ହୋଇପାରେ ଏଠାରେ ପରିଚୟର ଶବ୍ଦ ବ୍ୟବହାର କରି ନ ପାରନ୍ତି।

ଉଠି

ଏହା ଏହିପରି ଅନୁବାଦ କରାଯାଇପାରେ “ଆରମ୍ଭ କଲେ” କିମ୍ବା “ପ୍ରସ୍ତୁତ ହେଲେ।”

ପାର୍ବତୀୟ ଦେଶ

“ପାର୍ବତୀୟ ଅଞ୍ଚଳ” କିମ୍ବା “ଉଚ୍ଚସ୍ଥଳୀ” କିମ୍ବା “ଇସ୍ରାଏଲର ପାର୍ବତୀୟ ଅଂଶ”

ଯେଉଁଠାକୁ ସେ ଗଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଆଉ ସେ ଗଲେ” କିମ୍ବା “ଯେତେବେଳେ ସେ ପହଞ୍ଚିଲେ, ସେ ଗଲେ”

ଶୀଘ୍ର ଗମନ କଲେ

“ହଠାତ୍ ଗମନ କଲେ”