Door43-Catalog_or_tn/LUK/01/24.md

1.1 KiB

ତାଙ୍କ ଭାର୍ଯ୍ୟା

“ଜିଖରିୟଙ୍କ ଭାର୍ଯ୍ୟା”

ଗର୍ଭବତୀ ହେଲେ

“ଗର୍ଭିଣୀ ହେଲେ” (ୟୁଡିବୀ)। ଏହି ବକ୍ତବ୍ୟର ବ୍ୟବହାର ଗ୍ରହଣଯୋଗ୍ୟ ଅଟେ ଓ ଲୋକମାନଙ୍କୁ ଲଜ୍ଜିତ କରିବ ନାହିଁ।

ପ୍ରଭୁ ମୋ' ପ୍ରତି ଏପରି କରିଅଛନ୍ତି

ଏହି ବାକ୍ୟାଂଶ ସେହି ସତ୍ୟକୁ ଦର୍ଶାଏ ଯେ, ସେ ଗର୍ଭବତୀ ହେବା ନିମନ୍ତେ ପ୍ରଭୁ ତାଙ୍କୁ ଅନୁମତି ଦେଲେ।

ମୋ' ପ୍ରତି କୃପାଦୃଷ୍ଟି କରି

ଏହା ଏକ ରୂଢ଼୍ୟୋକ୍ତି ଯାହାର ଅର୍ଥ “ଦୟାରେ ମୋ' ପ୍ରତି ମନୋଯୋଗ କଲେ” କିମ୍ବା “ମୋ' ଉପରେ କରୁଣା କଲେ” କିମ୍ବା “ମୋ' ପ୍ରତି ସହାନୁଭୂତିଶୀଳ ଥିଲେ।” (ଦେଖନ୍ତୁ: ରୂଢ଼୍ୟୋକ୍ତି)