Door43-Catalog_or_tn/LUK/01/21.md

994 B
Raw Permalink Blame History

ଇତିମଧ୍ୟରେ

ଏହା ଏହିପରି ଅନୁବାଦ କରାଯାଇପାରେ “ଏବଂ” କିମ୍ବା “ଯେଉଁ ସମୟରେ ଦୂତ ଓ ଜିଖରିୟ କଥାବାର୍ତ୍ତା ହେଉଥିଲେ।”

ମନ୍ଦିରରେ ତାଙ୍କର ବିଳମ୍ବ ଘଟିବାରେ ଚମତ୍କୃତ ହେଉଥିଲେ

ଏହା ଏହିପରି ସିଧାସଳଖ ଉକ୍ତିରେ ଅନୁବାଦ କରାଯାଇପାରେ: “ସମସ୍ତେ ଚମତ୍କୃତ ହେଲେ ଯେ, ‘କାହିଁକି ସେ ଏତେ ଅଧିକ ସମୟ ମନ୍ଦିରରେ ରହିଅଛନ୍ତି? ” (ଦେଖନ୍ତୁ: ଉଦ୍ଦୃତାଂଶ ବାକ୍ୟ)

ବାହାରି ଆସିଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ମନ୍ଦିର ଗୃହରୁ ବାହାରକୁ ଆସିଲେ।”