Door43-Catalog_or_tn/LUK/01/18.md

677 B

ମୁଁ କେଉଁ ଚିହ୍ନ ଦ୍ୱାରା ଏହା ଜାଣିବି

ଏହା ଏହିପରି ଅନୁବାଦ କରାଯାଇପାରେ “ମୁଁ କିପରି ସୁନିଶ୍ଚିତ ହେବି ଯେ ତୁମ୍ଭେ ଯାହା କହିଲ ତାହା ଘଟିବ?”

ମୋହର ବାକ୍ୟରେ ବିଶ୍ୱାସ କର

“ମୁଁ ଯାହା କହିଲି ସେଥିରେ ବିଶ୍ୱାସ କର”

ଯଥାସମୟରେ

“ଠିକ ସମୟରେ।” ଏହା ଏହିପରି ଅନୁବାଦ କରାଯାଇପାରେ “ନିଯୁକ୍ତ ସମୟରେ।”