Door43-Catalog_or_tn/LUK/01/11.md

1.4 KiB

ପ୍ରଭୁଙ୍କର

“ପ୍ରଭୁଙ୍କ ଠାରୁ” କିମ୍ବା “ଯିଏ ପ୍ରଭୁଙ୍କ ସେବା କରେ” କିମ୍ବା “ଯିଏ ପ୍ରଭୁଙ୍କ ଦ୍ୱାରା ପ୍ରେରଣ କରାଯାଉଥିଲା”

ତାହାଙ୍କୁ ଦର୍ଶନ ଦେଲେ

“ଅକସ୍ମାତ ତାହାଙ୍କ ନିକଟକୁ ଆସିଲେ” କିମ୍ବା “ହଠାତ୍ ଯିଖରୀୟଙ୍କ ସହିତ ଥିଲେ”

ତୁମ୍ଭର ନିବେଦନ ଶୁଣାଯାଇଅଛି

“ଯେଉଁ ବିଷୟରେ ତୁମ୍ଭେ ପ୍ରାର୍ଥନା କରିଥିଲ ଈଶ୍ୱର ତାହା ଶୁଣିଅଛନ୍ତି।” ପରବର୍ତ୍ତୀ ବିଷୟ ସୂଚିତ ଅଟେ ଓ ଯୋଗ କରାଯାଇପାରେ: “ଆଉ ଏହା ଗ୍ରହଣ ହେବ।” ଜିଖରିୟ ଯେଉଁ ବିଷୟରେ ପ୍ରାର୍ଥନା କଲେ ତାହା ଈଶ୍ୱର କେବଳ ଶୁଣିଅଛନ୍ତି ତାହା ନୁହେଁ; ମଧ୍ୟ ସେ ଏହା କରିବାକୁ ଯାଉଥିଲେ। (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ତାହାର ନାମ ଯୋହନ ଦେବ

“ଯୋହନ ନାମ ତାହାକୁ ଦେବ” କିମ୍ବା “ଯୋହନ ତାହାର ନାମ ହେବ”