Door43-Catalog_or_tn/LUK/01/08.md

2.2 KiB

ଈଶ୍ୱରଙ୍କ ଛାମୁରେ

“ଈଶ୍ୱରଙ୍କ ଉପସ୍ଥିତିରେ” ସ୍ପଷ୍ଟ କରିବା ନିମନ୍ତେ, କେତେକ ଅନୁବାଦକ ଏହି ସୂଚିତ ତଥ୍ୟକୁ ଯୋଗ କରିବାକୁ ଚାହାନ୍ତି “ଯିରୁଶାଲମସ୍ଥ ମନ୍ଦିରରେ।” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଆପଣାମାନଙ୍କ ରୀତି

“ଆପଣାମାନଙ୍କ ପରମ୍ପରା” କିମ୍ବା “ଆପଣାମାନଙ୍କ ରୀତିସମ୍ମତ ପ୍ରକାରେ ବିଶେଷ ନିର୍ଣ୍ଣୟ କରିବା”

ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ମନୋନୀତ କରାଗଲା

ଗୁଲି ଏକ ଚିହ୍ନିତ ପ୍ରସ୍ତର ଥିଲା ଯାହା ଭୂମିରେ ଫଫାଡୁ ଥିଲେ ବା ଗଡାଇ ଦିଆଯାଉଥିଲା କୌଣସି ବିଷୟ ନିର୍ଣ୍ଣୟ କରିବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ। ଯାଜକମାନେ ବିଶ୍ୱାସ କରୁଥିଲେ ଯେ ଈଶ୍ୱର ଗୁଲିକୁ ନିର୍ଦ୍ଦେଶ ଦେଉଥିଲେ ସେମାନଙ୍କୁ ଦେଖାଇବା ନିମନ୍ତେ ଯେ କେଉଁ ଯାଜକକୁ ସେମାନେ ମନୋନୀତ କରନ୍ତୁ ବୋଲି ସେ ଇଚ୍ଛା କରନ୍ତି। (ଦେଖନ୍ତୁ: ଗୁଲିବାଣ୍ଟ)

ଏକତ୍ରିତ ସମସ୍ତ ଜନତା

“ଲୋକମାନଙ୍କର ବୃହତ୍ ସଂଖ୍ୟା” କିମ୍ବା “ଅନେକ ଲୋକ”

ବାହାରେ

ଏହା ଏହି ପ୍ରକାରେ ଅନୁବାଦ କରାଯାଇପାରେ “ମନ୍ଦିରର ଗୃହର ବାହାରେ“ କିମ୍ବା “ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣରେ।” ପ୍ରାଙ୍ଗଣ ହେଲା, ମନ୍ଦିର ଚାରିଆଡେ ଥିବା ଆବଦ୍ଧ ସ୍ଥାନ।