Door43-Catalog_or_tn/JUD/01/03.md

2.8 KiB

ମୁଁ ସମସ୍ତ ସମ୍ଭବକୁ ନେଇ ତୁମ୍ଭକୁ ଲେଖିବାକୁ ପ୍ରୟାସ କରୁଥିଲି

“ମୁଁ ତୁମ୍ଭକୁ ଲେଖିବାକୁ ବହୁତ ଉତ୍ସୁକ ଥିଲି" (ଦେଖ: ତୁମ୍ଭର ପ୍ରକାରତା)

ଆମର ସାଧାରଣ ପରିତ୍ରାଣ

“ଆମେ ସେହି ପରିତ୍ରାଣର ଅଂଶୀ ହେବା ” (ଦେଖ: ଅନ୍ତର୍ଭୁକ୍ତ)

ମୋର ଲେଖିବାର ଥିଲା

“ମୋର ବିଶେଷ କିଛି ଲେଖିବା ଜରୁରୀ ଅନୁଭବ କଲି ବା "ମୁଁ କିଛି ଜରୁରୀ ଲେଖିବା ପାଇଁ ଅନୁଭବ କଲି”

ସମ୍ବୋଦ୍ଧିତ କରେ ଦୃଢ ବିଶ୍ଵାସ ପାଇଁ ତୁମ୍ଭକୁ ସଂଘର୍ଷ କରିବାକୁ ପଡିବ

"ପ୍ରୋତ୍ସାହିତ କରେ ସତ ଶିକ୍ଷା ନିମନ୍ତେ ତୁମ୍ଭକୁ ପ୍ରତିରକ୍ଷା କରିବାକୁ ପଡିବ”

ହସ୍ତାନ୍ତର କଲେ

“ଈଶ୍ୱର ଏହି ସତ୍ୟ ଶିକ୍ଷା ପ୍ରଦାନ କଲେ”

କିଛି ଲୋକ ଲୁଚିକରି ଆସନ୍ତି

“କିଛି ଲୋକ ବିଶ୍ୱାସୀମାନଙ୍କ ମଧ୍ୟରୁ ସେମାନଙ୍କ ଧ୍ୟାନ ଆକର୍ଷଣ ନ କରି ଆସିଛନ୍ତି"

ଯାହାର ଦଣ୍ଡାଜ୍ଞା ବିଷୟରେ ବହୁତ ଆଗରୁ ଲେଖା ଯାଇଥିଲା

“କିଛି କାଳ ପୁର୍ବରୁ ଲେଖା ଯାଇଥିଲା ଯେ କି ଏହି ଲୋକମାନେ ଦୋଷୀ ସାବ୍ୟସ୍ତ ହେବେ ”

କିଏ ଆମ ପରମେଶ୍ୱରଙ୍କର ଅନୁଗ୍ରହକୁ କାମାଦୂରତା ଭାବରେ ପରିବର୍ତ୍ତନ କରିବ

“କିଏ ଶିକ୍ଷା ଦିଅନ୍ତି ଯେ ପରମେଶ୍ଵରଙ୍କ ଅନୁଗ୍ରହର ଅନୁମତିରେ ଜଣେ ଯୌନ ପାପରେ ଲିପ୍ତ ରହନ୍ତି"

ଯିଏ ଏକ ମାତ୍ର ଆମର ଗୁରୁ ଏବଂ ପ୍ରଭୁ,ଯୀଶୁ ଖ୍ରୀଷ୍ଟଙ୍କୁ ଅସ୍ଵିକାର କରନ୍ତି

ଏହି ଲୋକମାନେ ଶିକ୍ଷା ଦିଅନ୍ତି ଯେ ଯୀଶୁ ଖ୍ରୀଷ୍ଟ ସତ୍ୟ ନୁହଁନ୍ତି କିମ୍ବା କେବଳ ଈଶ୍ୱରଙ୍କ ନିକଟକୁ ମାର୍ଗ ନୁହନ୍ତି.

ଅସ୍ଵିକାର କରିବା

କହିବା କଥା ଯେ ସତ କିଛି ନାହିଁ |