Door43-Catalog_or_tn/JUD/01/01.md

1.5 KiB

ଯିହୂଦା,ଜଣେ ଦାସ

ଯିହୂଦା ଯାକୁବଙ୍କ ଭାଇ. ଅନ୍ୟ ଭାଷାନ୍ତରରେ : "ମୁଁ ଯିହୂଦା, ଜଣେ ଦାସ |"(ଦେଖ : ଅନୁବାଦ ନାମଗୁଡ଼ିକ)

ଏବଂ ଯାକୁବଙ୍କ ଭାଇ

ଯାକୁବ ଓ ଯିହୁଦା ଯୀଶୁଙ୍କ ଭାଇମାନେ ଅଟନ୍ତି |

ପିତା ପରମେଶ୍ୱରଙ୍କର ପ୍ରିୟମାନେ

“ପିତା ଈଶ୍ୱର ତୁମ୍ଭମାନଙ୍କୁ ଭଲ ପାଆନ୍ତି "

ଓ ଯୀଶୁ ଖ୍ରୀଷ୍ଟଙ୍କଠାରେ ରଖିଲେ

“ଏବଂ ଏବେ ସୁରକ୍ଷିତ ଯେ ସେମାନେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି”

ଆପଣଙ୍କ ପାଇଁ ଦୟା ଓ ଶାନ୍ତି ଓ ଭଲପାଇବା ବହୁଗୁଣିତ ହେଉ

."ତୁମ୍ଭ" ସୁଚାଏ ସମସ୍ତ ଖ୍ରୀଷ୍ଟିଆନ୍ ମାନଙ୍କୁ ଯିଏ ଏହି ଚିଠି ଗ୍ରହଣ କରିବାକୁ ଯାଉଛନ୍ତି | ଅନ୍ୟ ଭାଷାନ୍ତର "ଆପଣଙ୍କ ପ୍ରତି ଦୟା.ଶାନ୍ତି ଓ ପ୍ରେମ ବହୁତ ବାର ବୃଦ୍ଧି ହେଉ." (ଦେଖ: ତୁମ୍ଭର ବିଭିନ୍ନତା)