Door43-Catalog_or_tn/JHN/20/19.md

604 B

ସେହିଦିନ, ସପ୍ତାହର ପ୍ରଥମ ଦିନ

ଏହା ରବିବାରକୁ ବୁଝାଏ |

ତୁମ୍ଭମାନଙ୍କର ଶାନ୍ତି ହେଉ

ଏହା ସାଧାରଣ ଅଭିନନ୍ଦନ ଅଟେ |

ସେ ସେମାନଙ୍କୁ ଆପଣା ହାତ ଏବଂ ପକ୍ଷ ଦେଖାଇଲେ

“ସେ ସେମାନଙ୍କୁ ଆପଣା ହାତର କ୍ଷତ ଏବଂ ପକ୍ଷ ଦେଖାଇଲେ ” (ଦେଖ:ସ୍ପଷ୍ଟଭାବରେ ଏବଂ ସମ୍ପୂର୍ଣ୍ଣ ଭାବରେ)