Door43-Catalog_or_tn/JHN/20/06.md

689 B
Raw Permalink Blame History

ମରୀୟମ ପିତର ଏବଂ ଯୋହନଙ୍କୁ ଠିକ୍ କହିଥିଲେ ଯେ ଯୀଶୁଙ୍କ ଶରୀର ଘୁଞ୍ଚାଯାଇଥିଲା |

ସରୁ ଲୁଗାସବୁ

ଦେଖନ୍ତୁ କିପରି ତୁମ୍ଭେମାନେ ସରୁ ଲୁଗାସବୁକୁ :୫ ରେ ଅନୁବାଦ କଲ |

ଗାମୁଛା

ଗୋଟିଏ ଛୋଟ ଲୁଗା ବ୍ୟବହାରିକ ଭାବେ କାହା ମୁହଁର ଝାଳ ପୋଛିବା ପୁଣି ମଧ୍ୟ ଗୋଟିଏ ମୃତ ବ୍ୟକ୍ତିର ମୁହଁ ଘୋଡାଇବାରେ ବ୍ୟବହାର ହେଲା