Door43-Catalog_or_tn/JHN/20/03.md

758 B

ମରୀୟମ ପିତର ଏବଂ ଯୋହନଙ୍କୁ ଠିକ୍ କହିଥିଲେ ଯେ କେହିଜଣେ ଯୀଶୁଙ୍କ ଶରୀର ଘୁଞ୍ଚାଯାଇଥିଲା |

ଅନ୍ୟ ଶିଷ୍ୟ

ଯୋହନ ତାଙ୍କ ଦୃଶ୍ୟମାନ ସରଳତା ବିଷୟରେ ନିଜକୁ ସୂଚାଇ ତାଙ୍କ ନାମ ପ୍ରକାଶ ବଦଳରେ ନିଜର ଏହି ବ୍ୟବହାର ଦେଇ ପ୍ରଚ୍ଛନ୍ଦରେ ପ୍ରକାଶ କରନ୍ତି |

ସରୁ ଲୁଗାସବୁ

ଯୀଶୁଙ୍କ ଶରୀରରେ ଏହି ସମାଧି ଲୁଗାସବୁ ଗୁଡାଇବା ପାଇଁ ବ୍ୟବହାର ହୋଇଥିଲା |