Door43-Catalog_or_tn/JHN/19/28.md

692 B

ଅମ୍ଲରସ

ଦ୍ରାକ୍ଷାରସ ପାନ ଯେ ଲମ୍ବା ସମୟ ଦ୍ରବଣରେ ନିଏ

ସେମାନେ ରଖିଲେ

ରୋମୀୟ ରକ୍ଷୀଗଣ ରଖିଲେ

ଗୋଟିଏ ସ୍ପଞ୍ଜ୍

ଗୋଟିଏ ଛୋଟ ଜିନିଷ ଯେ ଶୋଷଣ କରିପାରେ ଏବଂ ଅଧିକା ତରଳ ପଦାର୍ଥ ଧାରଣ କରେ

ସେ ପ୍ରାଣତ୍ୟାଗ କଲେ

ଯୀଶୁ ତାଙ୍କ ଆତ୍ମା ଈଶ୍ୱରଙ୍କୁ ସମର୍ପଣ କଲେ ଏବଂ ତାଙ୍କ ଶରୀରକୁ ମୃତ୍ୟୁକୁ ଅନୁମତି ଦେଲେ |