Door43-Catalog_or_tn/JHN/19/12.md

1.4 KiB

ଆପଣାକୁ ରାଜା ବୋଲି କହନ୍ତି

ସେ ଗୋଟିଏ ରାଜା ଯେ ଦାବି କରନ୍ତି

ଯୀଶୁଙ୍କୁ ବାହାର କରି ଆଣ

ଜନତାହାଙ୍କୁ ତାହାଙ୍କୁ ଦେଖାଇବାକୁ ପାଇଁ ବାହାର କରି ଆଣ ସୈନଗଣକୁ ଆଦେଶ ଦେଲେ

ବସିଲେ

ମୂଖ୍ୟ ଲୋକ ବସନ୍ତି ଯେତେବେଳେ ଲୋକେ ଯିଏକି ଏତେ ମୂଖ୍ୟ ନୁହଁନ୍ତି ଠିଆ ହୁଅନ୍ତି |

ବିଚାରକର୍ତ୍ତା ଆସନରେ

ବିଶେଷ ଚୌକି ଯେ ମୂଖ୍ୟ ବ୍ୟକ୍ତି ବସିଲେ ସେତେବେଳେ ସେ ଜଣେ ବିଚାରସନରେ ଉପବିଷ୍ଟ ହେଉଥିଲେ | ତୁମର ସଭ୍ୟତାରେ ଗୋଟିଏ ବିଶେଷଭାବରେ ଏହି କାର୍ଯ୍ୟ ବର୍ଣ୍ଣନା କରି ଥାଇପାରନ୍ତି |

ଚଲାପଥ

ଗୋଟିଏ ବିଶେଷ ପ୍ରସ୍ତରମୟ ପଥ ଯେଉଁଠାରେ କେବଳ ବିଶେଷ ବ୍ୟକ୍ତି ଯିବା ନିମନ୍ତେ ଉଦ୍ଧିଷ୍ଟ ଥିଲା | ତୁମର ସଭ୍ୟତାରେ ଏହିଭଳି ବିଶେଷ ସ୍ଥଳଗୁଡିକ ରହିଥାଇପାରେ |