Door43-Catalog_or_tn/JHN/19/10.md

452 B

ତୁମ୍ଭେ ଆମ୍ଭକୁ କଥା କହୁ ନାହିଁ ?

ପୀଲାତ ତାହାଙ୍କୁ ବିସ୍ମୟଭାବେ ପ୍ରକାଶ କରନ୍ତି ଯେ ଯୀଶୁ ନିଜକୁ ପ୍ରତିରକ୍ଷା କରିବା ନିମନ୍ତେ ସୁଯୋଗ ନେଲେ ନାହିଁ | “ମୋତେ ଉତ୍ତର ଦିଅ !” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)