Door43-Catalog_or_tn/JHN/19/07.md

453 B

କେଉଁଠାରୁ ତୁମ୍ଭେ ଆସିଅଛ ?

“ତୁମ୍ଭେ ଆସିଅଛ କେଉଁଠାରୁ ?” ପୀଲାତ ଯୀଶୁଙ୍କୁ ତାଙ୍କ ପରିଚୟ ପଚାରନ୍ତି | ଆପଣମାନଙ୍କ ସଭ୍ୟତାରେ ଜଣେ ବ୍ୟକ୍ତିଙ୍କର ଗୋଟିଏ ବିଶେଷ ପ୍ରକାର ପରିଚୟ ପଚାରିବା ହୋଇଥାଇପାରେ |