Door43-Catalog_or_tn/JHN/19/01.md

777 B

ନମସ୍କାର, ଯିହୂଦୀମାନଙ୍କ ରାଜା

“ନମସ୍କାର” ହସ୍ତ ଉତ୍ତୋଳନ ସହ ଅଭିନନ୍ଦନ କେବଳ କାଇସର୍‌ଙ୍କ ନିମନ୍ତେ ବ୍ୟବହାର କରାଯାଉଥିଲା | ଯେତେବେଳେ ସୈନ୍ୟଗଣ “କ'ଣ୍ଟାର ମୁକୁଟ” ବ୍ୟବହାର କରନ୍ତି ଏବଂ “କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର”ଟି ଯୀଶୁଙ୍କୁ ପରିହାସ କରିବା, ସେମାନେ ଚିହ୍ନନ୍ତି ନାହିଁ ଯେ ସେ ଯଥାର୍ଥରେ ଗୋଟିଏ ରାଜା ଅଟନ୍ତି |(ଦେଖ: ବ୍ୟଙ୍ଗୋକ୍ତି)