Door43-Catalog_or_tn/JHN/18/22.md

829 B

ତୁ କିପରି ମହାଯାଜକଙ୍କୁ ଏପରି ଉତ୍ତର ଦେଉଅଛୁ ?

ଏଟି: “ତାହା ନୁହଁ କିପରି ତୁମ୍ଭେ ମହାଯାଜକଙ୍କୁ ଏପରି ଉତ୍ତର ଦେବା ଉଚିତ କି !” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ମନ୍ଦର ପ୍ରମାଣ ଦିଅ |

“କୁହ କ'ଣ ମୁଁ କହିଲି ତାହା ଭୁଲ ଥିଲା ”

ଯଦି ଭଲ କହିଲି, ତାହାହେଲେ କାହିଁକି ମୋତେ ମାରୁଅଛ ?

“ଯଦି ମୁଁ ସତ୍ୟତାରେ ଉତ୍ତର ଦେଇଅଛି, ତୁମେ ମୋତେ ମରିବା ଉଚିତ ନୁହଁ ”(ଦେଖ: ବିସ୍ମୟସୂଚକ ପ୍ରଶ୍ନ)