Door43-Catalog_or_tn/JHN/18/04.md

494 B

ତୁମ୍ଭେମାନେ କାହାକୁ ଖୋଜୁଅଛ

“କାହାକୁ ତୁମ୍ଭେମାନେ ଖୋଜୁଅଛ?”

ମୁଁ

ଏଠାରେ “ସେ” ଶବ୍ଦଟି ମୂଳ ପାଠ୍ୟରେ ଅନୁପସ୍ଥିତ ଅଛି, କିନ୍ତୁ ଏହା ସୂଚିତ ଅଟେ | ବିକଳ୍ପ ଅନୁବାଦଗୁଡିକ: “ମୁଁ ସେହି” ବା “ମୁଁ ସେହି ବ୍ୟକ୍ତି ଅଟେ |”