Door43-Catalog_or_tn/JHN/17/03.md

742 B

ଯୀଶୁ ପ୍ରାର୍ଥନା ଚାଲୁ ରଖନ୍ତି

ସେମାନେ ଯେ ତୁମ୍ଭଙ୍କୁ ଜାଣିବା ଉଚିତ

“ ଅଭିଜ୍ଞତା ଦ୍ୱାରା ଈଶ୍ୱରଙ୍କୁ ଜାଣିବା” , ବରଂ ଠିକ୍ ଈଶ୍ୱରଙ୍କ ବିଷୟରେ କିଛି ଜାଣୁଥିବା | (ଦେଖ: ରୂଢୋକ୍ତି)

ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ,ତାହା ମୁଁ କରିଅଛି

ଯୀଶୁଙ୍କ ଜଗତରେ ସମସ୍ତ ସୁସମାଚାର ସେବାକୁ “କର୍ମ”କୁ ବୁଝାଏ | (ଦେଖ:ମୂଳଶବ୍ଦ ସୂଚକ)