Door43-Catalog_or_tn/JHN/16/19.md

778 B

ତୁମ୍ଭେମାନେ ନିଜକୁ ଏହି ବିଷୟରେ ଯେ ମୁଁ କହିଲି

ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଦୃଷ୍ଟିରେ ରଖି ଏହି ପ୍ରଶ୍ନ ବ୍ୟବହାର କରନ୍ତି ସେହି ଉପରେ କ'ଣ ସେ ସେମାନଙ୍କୁ ଠିକ୍ କହିଛନ୍ତି ସେପରି ସେ ଅଧିକା ବୁଝେଇ ପାରିବେ | ଏଟି: “ତୁମ୍ଭେମାନେ ନିଜକୁ ପଚାରୁଥିଲେ କ'ଣ ମୁଁ ବୁଝେ ଯେତେବେଳେ ମୁଁ କହିଲି” (ଦେଖ: ବିସ୍ମୟସୂଚକ ପ୍ରଶ୍ନ) ଏବଂ (ଦେଖ: ସ୍ୱୟଂବାଚକ ସର୍ବନାମ )