Door43-Catalog_or_tn/JHN/16/08.md

1008 B

ଧାର୍ମିକତା ବିଷୟରେ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି, ଓ ତୁମ୍ଭେମାନେ ମୋତେ ଆଉ ଦେଖିବ ନାହିଁ ;

“ସେ ଲୋକମାନଙ୍କୁ କହିବେ ଯେ କାରଣ ମୁଁ ପିତାଙ୍କ ନିକଟକୁ ଫେରି ଯିବି, ଏବଂ ତୁମ୍ଭେମାନେ ମୋତେ ଆଉ ଦେଖିବେ ନାହିଁ, ତୁମ୍ଭେମାନେ ଜାଣିବ ଯେ ,ମୁଁ ଜଣେ ଯିଏକି ସତରେ ଧାର୍ମିକତା ଥିଲେ |”

ଏହି ଜଗତର ଅଧିପତି

ଶଇତାନ, ଏହି ଜଗତର ମନ୍ଦ ବିଷୟରେ ରାଜତ୍ତ୍ୱ କରେ | ତୁମେ ଅନୁବାଦ କରିବା ଉଚିତ “ଏହି ଜଗତର ଅଧିପତି” ଏହିପ୍ରକାରେ ତୁମ୍ଭେମାନେ ଯୋହନ ୧୨:( ୩୦ ୩୧)ରେ କଲ |