Door43-Catalog_or_tn/JHN/15/18.md

465 B

ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ … କାରଣ ଜଗତ ତୁମ୍ଭମାନଙ୍କୁ ଘୃଣା କରେ

ଯୀଶୁ “ଜଗତ” ପଦଟି ବ୍ୟବହାର କରୁଛନ୍ତି ଏହି ପଦଗୁଡିକରେ ଲୋକମାନଙ୍କୁ ବୁଝାଏ ଯିଏ କି ଈଶ୍ୱରଙ୍କର ନୁହଁନ୍ତି | (ଦେଖ:ମୂଳଶବ୍ଦ ସୂଚକ)