Door43-Catalog_or_tn/JHN/15/10.md

952 B

ମୁଁ ଯେପରି ମୋହର ପିତାଙ୍କ ଆଜ୍ଞା ପାଳନ କରି ତାହାଙ୍କ ପ୍ରେମରେ ସ୍ଥିର ହୋଇ ରହିଥାଏ, ସେପ୍ରକାର ତୁମ୍ଭେମାନେ ଯେବେ ମୋହର ଆଜ୍ଞା ପାଳନ କର, ତାହାହେଲେ ମୋହର ପ୍ରେମରେ ସ୍ଥିର ହୋଇ ରହିବ |

“କ'ଣ ମୁଁ ତୁମ୍ଭମାନଙ୍କୁ ଶିକ୍ଷା ଦେଇଅଛି ଯଦି ତୁମ୍ଭେମାନେ ଆଜ୍ଞା ପାଳନ କର, ତୁମ୍ଭମାନେ ମୋହର ପ୍ରେମ ତୁମ୍ଭମାନଙ୍କ ପ୍ରତି ଜାଗ୍ରତ ହୋଇ ଚାଲୁରଖ, ଠିକ୍ ଯେପରି ମୁଁ ମୋହର ପିତାଙ୍କ ଆଜ୍ଞା ପାଳନ କରେ ଏବଂ ତାଙ୍କ ପ୍ରେମ ଜାଗ୍ରତ ହୋଇ ଚାଲୁରଖ |”