Door43-Catalog_or_tn/JHN/15/08.md

515 B

ତୁମ୍ଭେମାନେ ଯେ ମୋର ଶିଷ୍ୟ ହେବ

“ଦର୍ଶାଅ ତୁମ୍ଭେମାନେ ମୋର ଶିଷ୍ୟ ଅଟ ” ବା “ପ୍ରଦର୍ଶନ କର ତୁମ୍ଭେମାନେ ମୋର ଶିଷ୍ୟ ଅଟ”

ତୁମ୍ଭେମାନେ ପ୍ରେମରେ ସ୍ଥିର ରୁହ

“ମୁଁ ଯେପ୍ରକାର ତୁମ୍ଭମାନଙ୍କୁ ପ୍ରେମ କରେ ଜାଗ୍ରତ ହୋଇ ଚାଲୁରଖ ”