Door43-Catalog_or_tn/JHN/15/01.md

555 B

ପରିଷ୍କାର କର

ଅଧିକାଂଶ ସଂସ୍କରଣ ଏହାର ଅର୍ଥ ବୁଝନ୍ତି “କାଟି ପକାଅ ଏବଂ ପରିଷ୍କାର କର” (ଇଉଡିବି)| ସେଠାରେ ମଧ୍ୟ ଗୋଟିଏ ସ୍ପଳ୍ପ ଦୃଷ୍ଟିକୋଣ ଯେ ଏହାର ଅର୍ଥ ଭୂମିଠାରୁ ଡାଳଗୁଡିକରୁ ଉଠେ ଯେପରି ସେମାନେ ଫଳ ଉତ୍ପାଦନ ଆରମ୍ଭ କରିବ | (ଦେଖ: ତୁଳନାତ୍ମକ)