Door43-Catalog_or_tn/JHN/14/08.md

1.0 KiB
Raw Permalink Blame History

“ଫିଲିପ୍ପି, ଏତେକାଳ ମୁଁ ତୁମ୍ଭମାନଙ୍କୁ ସାଙ୍ଗରେ ଅଛି, ଆଉ ତୁମ୍ଭେ କଅଣ ମୋତେ ଜାଣିଲ ନାହିଁ ?

ଏଟି: “ମୁଁ ତୁମ୍ଭମାନଙ୍କୁ ସାଙ୍ଗରେ ଅଛି ବହୁବଚନ ଯଥାର୍ଥ ଏତେକାଳ ନିମନ୍ତେ , ଆଉ ଯଥାର୍ଥତାରେ ତୁମେ ଏକବଚନ ତଥାପି ମୋତେ ଜାଣ ନାହିଁ , ଫିଲିପ୍ପି |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

କିପରି ତୁମେ କହି ପାର, ‘ପିତାହାଙ୍କୁ ଆମ୍ଭମାନଙ୍କୁ ଦର୍ଶନ କରାଅ’?

ଏଟି: “ତେଣୁ ତୁମେ ଏକବଚନ ‘ପ୍ରକୃତରେ କହିବା ଉଚିତ ନୁହଁ, ପିତାହାଙ୍କୁ ଆମ୍ଭମାନଙ୍କୁ ଦର୍ଶନ କରାଅ | ” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)