Door43-Catalog_or_tn/JHN/13/03.md

494 B

ସେ ଭୋଜନ ଆସନରୁ ଉଠି ଆପଣାର ବସ୍ତ୍ର କାଢି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟୀ ବନ୍ଧନ କଲେ

କାରଣ ସ୍ଥଳଟି ବହୁତ ଧୂଳି ଥିଲା ଏହା ଗୋଟିଏ ଭୋଜରକର୍ତ୍ତା ନିମନ୍ତେ ପ୍ରଥା ଥିଲା ଗୋଟିଏ ଦାସ ଅତିଥିମାନଙ୍କ ପାଦ ଧୋଇବାକୁ ହୁଏ |