Door43-Catalog_or_tn/JHN/13/01.md

736 B

ବର୍ତ୍ତମାନ ନିସ୍ତାର ପର୍ବ ହେବା ପୂର୍ବରୁ

ଏହି ବାକ୍ୟାଂଶଟି ସରଳାର୍ଥ ସଂଯୋଗକୁ ପୃଷ୍ଠଭୂମି ସୂଚନା ଅଟେ | ତୁମ୍ଭମାନଙ୍କର ଭାଷାରେ ପୃଷ୍ଠଭୂମି ସୂଚନାର ଯୋଗାଯୋଗ ନିମନ୍ତେ କେଉଁପ୍ରକାର ବ୍ୟବହାର କର | (ଦେଖ:ଲେଖାର ଶୈଳୀ ପୃଷ୍ଠଭୂମିର ସୂଚନା)

ଶିମୋନର ପୁତ୍ର, ଇଷ୍କାରିୟୋତୀୟ ଯିହୂଦା

ଏଟି: “ଯିହୂଦା, କେରୀଓଥର ଶିମୋନର ପୁତ୍ର”