Door43-Catalog_or_tn/JHN/12/46.md

1.5 KiB

ମୁଁ ଜ୍ୟୋତିଃ ହୋଇ ଆସିଅଛି

ଯୀଶୁ ଆଉଥରେ ଜଗତର ଅନ୍ଧକାର ସହ ଅଲୋକ ନିଜକୁ ବୈଷମ୍ୟତା ପ୍ରତିପାଦନ କରନ୍ତି | (ଦେଖ: ସମଭାବ)

ଅନ୍ଧକାରରେ ବାସ କରେ

“ଗୋଟିଏ ଆତ୍ମିକ ଅନ୍ଧତ୍ୱରେ ଚାଳିତ ହୁଏ ” (ଦେଖ: ତୁଳନା)

ଯଦି କେହି ମୋହର ବାକ୍ୟ ଶୁଣି କିନ୍ତୁ ତାହାସବୁ ପାଳନ କରେ ନାହିଁ, ମୁଁ ତାହାର ବିଚାର କରେ ନାହିଁ ; କାରଣ ମୁଁ ଜଗତର ବିଚାର କରିବାକୁ ନ ଆସି ବରଂ ଜଗତକୁ ପରିତ୍ରାଣ କରିବାକୁ ଆସିଅଛି |

ଏଟି: “ଯଦି କେହି ମୋହର ଶିକ୍ଷା ଶୁଣେ ଏବଂ ଏହା ପରିତ୍ୟାଗ କରେ ,ମୁଁ ତାହାଙ୍କୁ ଦଣ୍ଡ ଦେବା ଆବଶ୍ୟକ ନାହିଁ | ମୋହର ଶିକ୍ଷା, ଯେଉଁଟା ସେ ପରିତ୍ୟାଗ କରିଅଛି , ସେ ଦଣ୍ଡିତ ହୋଇଅଛି |ମୋ ନିମନ୍ତେ , ମୁଁ ଦଣ୍ଡ ଦେବାକୁ ଆସି ନାହିଁ କିନ୍ତୁ ଯେଉଁମାନେ ମୋଠାରେ ବିଶ୍ୱାସ କରନ୍ତି ସେମାନଙ୍କୁ ଉଦ୍ଧାର କରିବାକୁ |” (ଦେଖ: ବିଲୋପ ଶବ୍ଦ)