Door43-Catalog_or_tn/JHN/12/37.md

863 B

“ପ୍ରଭୁ , କିଏ ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିଅଛି ?ଆଉ ପ୍ରଭୁଙ୍କ ବାହୁ କାହା ନିକଟରେ ପ୍ରକାଶିତ ହୋଇଅଛି ?”

ଏଟି : “ପ୍ରଭୁ, କେହି ଆମ୍ଭମାନଙ୍କ ସମ୍ବାଦ ବିଶ୍ୱାସ କରିନାହିଁ , ଯଦିଓ ସେମାନେ ଦେଖିଅଛନ୍ତି ଯେ ତୁମେ ସେମାନଙ୍କୁ ଶକ୍ତିଶାଳୀଭାବେ ଉଦ୍ଧାର କର |” (ଦେଖ: ବିସ୍ମୟସୂଚକ ପ୍ରଶ୍ନ)

ପ୍ରଭୁଙ୍କ ବାହୁ

ଏହା ପ୍ରଭୁଙ୍କ ଶକ୍ତି ସହ ଉଦ୍ଧାର କରିବା ସକ୍ଷମତାକୁ ବୁଝାଏ | (ଦେଖ: ବାକ୍ୟାଂଶ)